34.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗିର ଜିଲ୍ଲାରୁ ୮୧ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର ଜିଲ୍ଲାରୁ ୮୧ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର : ଶନିବାର ଜିଲ୍ଲାରୁ ସମୁଦାୟ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ଗ୍ରମାଞ୍ଚଳରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୧୩ଜଣ,ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୭ଜଣ, ଦେଓଗାଁ ବ୍ଲକରୁ ୪ଜଣ, ଗୁଡଭେଲା ବ୍ଲକରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୧୨ଜଣ, ଲୋଇସିଂହା ବ୍ଲକରୁ ୯ଜଣ, ପାଟଣାଗଡ ଗ୍ରାମାଞ୍ଚଳରୁ ୩ଜଣ, ପାଟଣାଗଡ ସହରାଞ୍ଚଳରୁ ୨ଜଣ, ମୁରିବାହାଲ ବ୍ଲକରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୫ଜଣ, ସଇଁନ୍ତଳା ବ୍ଲକରୁ ୫ଜଣ, ଟିଟିଲାଗଡ ସହରାଞ୍ଚଳରୁ ୩ଜଣ , ତୁରେକେଲା ବ୍ଲକରୁ ୮ଜଣ ଓ ତୁଷୁରା ରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୯୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୦୦୧ଜଣ ସ୍ୱସ୍ଥ ହୋଇଥିବାବେଳେ ୮୬୪ ଜଣ ସକ୍ରିୟ ଓ ୬୬ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking