୨୪ ଘଣ୍ଟାରେ୪୭ ହଜାର ୬୩୮ ଆକ୍ରାନ୍ତ ଓ ୬୭୦ ମୃତ

corona case in odisha

ନୁଆଦିଲ୍ଲୀ: ଦେଶରେ କୋରନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୬୩୮ହେଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୭୦ରେ ପହଞ୍ଚିଛି । ଏହାସହ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୮୪ଲକ୍ଷ ୧୧ ହଜାର ୭୨୪ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୭ ଲକ୍ଷ ୬୫ହଜାର ୯୬୬ ଜଣ । ଏ ନେଇ କେନ୍ଦ୍ର ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here