32.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ମୁକାବିଲା : ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ

କରୋନା ମୁକାବିଲା : ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର :କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ପଡିଥିବା ବେଳେ ଏଥିପାଇଁ ସରକାର ବି ତତ୍ପର ତେଣୁ କରୋନା ସତର୍କତା ପାଇଁ ବନ୍ଦ ହେଲା ସେଲୁନ । ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି ।ଏହି ସବୁ ସ୍ଥାନରେ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ । ସେବା ଯୋଗାଇବା ସମୟରେ ଗ୍ରାହକ ଓ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ମିଟର ଦୂରତା ରଖିବା ସମ୍ଭବ ନୁହେଁ । ତେଣୁ ଏଗୁଡିକୁ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟର ବନ୍ଦ ରହିବ ।ଯେତେ ସମ୍ଭବ କରୋନାକୁ ମୂଳ ପୋଛା କରିବା ର ପ୍ରୟାସ ଜାରି ରହିଛି ।ସବୁ ପ୍ରକାର ସଚେତନତା କୁ ଜାରି କରାଯାଉଛି ।
https://onakhabar.com/2020/03/19/pm-modi-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking