34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜ୍ୟରେ ଦିନକରେ ୪୭,୭୫୮ କରୋନା ଟେଷ୍ଟ

ରାଜ୍ୟରେ ଦିନକରେ ୪୭,୭୫୮ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୪୭ ହଜାର ୭୫୮ କରୋନା ଟେଷ୍ଟ ହୋଇଛି । ଆରଟିପିସିଆର-୭୬୫୮ ହୋଇଥିବା ବେଳେ ଆଣ୍ଟିଜେନ ରେ ୪୦,୦୧୦, ଟ୍ରୁନଟରେ ୯୦ ହୋଇଛି । ସୂଚନା ଯୋଗ୍ୟ, ରାଜ୍ୟରେ ଏବେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାର ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କଲେ କି ଲୋକଙ୍କୁ ନିବେଦନ କରିବା ପରେ ବି ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗିପାରୁନନାହିଁ । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଲୋକମାନେ ନିଜେ ସଚେଡନ ହେଲେ ଯାଇ ସଂକ୍ରମଣ ବୃଦ୍ଧିରେ ରୋକ ଲାଗିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking