34.1 C
Bhubaneswar
Thursday, March 28, 2024
Homeଓଡିଶା୨୪ ଘଣ୍ଟାରେ ରାଜ୍ୟରେ ୪୧ ହଜାର ୫୯୫ କରେନା ନମୁନା ପରୀକ୍ଷା

୨୪ ଘଣ୍ଟାରେ ରାଜ୍ୟରେ ୪୧ ହଜାର ୫୯୫ କରେନା ନମୁନା ପରୀକ୍ଷା

ଭୁବନେଶ୍ବର : ଲଗାତର କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତକାଲି ୫୦ ହଜାରରୁ କମ୍ ନମୁନା ପରୀକ୍ଷା ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ୍ ୪୧ ହଜାର ୫୯୫ ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୩୫,୩୬୮, ଆରଟିପିସିଆରରେ ୬,୦୪୭ ଓ ଟ୍ରୁନେଟ୍ ପନ୍ଧତିରେ ୧୮୦ ଟି କରୋନା ନମୁନା ପରୀକ୍ଷା କରାଯାଇଛି।

ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫,୦୩୦ ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦ୍ରାପଡାରୁ ଦ୍ବିତୀୟ ସର୍ବାଧିକ ୩,୮୩୮ ନମୁନା ପରୀକ୍ଷା ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking