30.1 C
Bhubaneswar
Wednesday, April 24, 2024
Homeକରୋନା ଓଡିଶାଯାଜପୁର ଜିଲ୍ଲା ରେ କରୋନା ସ୍ଥିତି କୁ ନେଇ ଜିଲ୍ଲା ବାସି ଚିନ୍ତିତ 

ଯାଜପୁର ଜିଲ୍ଲା ରେ କରୋନା ସ୍ଥିତି କୁ ନେଇ ଜିଲ୍ଲା ବାସି ଚିନ୍ତିତ 

ଯାଜପୁର:  ଜିଲ୍ଲା ରେ କରୋନା ର ସ୍ଥିତି ବିଶେଷ ସୁଧାର ଆସୁ ନାହିଁ କରୋନା ମହାମାରୀ ଦିନେ କମୁଛି ତ ତାହା ପର ଦିନ ବଢୁଛି l ଅଧିକାଂଶ ଜନ ସାଧାରଣ କୋବିଦ ନିୟମ କୁ ପାଳନ କରିବା ସହିତ ଟୀକା ନେବା ପାଇଁ ପଞ୍ଜିକରଣ କରିଛନ୍ତି କିନ୍ତୁ ଟୀକା ଦେବା ପାଇଁ ସ୍ୱାସ୍ଥ ବିଭାଗ ଅସମର୍ଥ ସ୍ଲଟ ବୁକିଂ କରିବ ପାଇଁ ନିଦିଷ୍ଟ ସମୟ କରିବ ସମୟ ରେ ଏକ ମିନିଟ ମଧ୍ୟ ରେ ଟାର୍ଗେଟ ଶେଷ ହୋଇ ଯାଉଛି ବୟସ୍କ ବ୍ୟକ୍ତି ମାନେ ଆଧାର କାର୍ଡ ନେଇ ରାତି 3ଟା ରୁ ଡାକ୍ତରଖାନା ଟୀକା କେନ୍ଦ୍ର ରେ ଲାଇନି ଲଗାଉଛନ୍ତି କିନ୍ତୁ ଟୀକା ନେବାର ସୁଯୋଗ ମିଳୁନାହିଁ l ଏହା ନେଇ ଲୋକ ମାନଙ୍କ ମଧ୍ୟ୍ୟ ରେ ନନା ପ୍ରଶ୍ନ ଉଙ୍କି ମାରୁଛି ଟୀକା ପାଇଁ ଅସନ୍ତୋଷ ଦେଖା ଯାଉଛି l. କରୋନା ର ଭୟ ରେ ଜିଲ୍ଲା ବାସି ଆତଙ୍କିତ କଢ଼ା ଚେର ମୂଲୀ ଉପରେ ବିଶ୍ୱାସ ରଖି ନିଜ ର ଇଷ୍ଟ ଦେବା ଦେବୀ ଙ୍କୁ ଶରଣ ନେଇ ସେବନ କରିଚନ୍ତି କାମ ଥିଲେ ମଧ୍ୟ୍ୟ ପାଦକୁ ଯିବା କୁ ଭୟ କରୁଛନ୍ତି ବିଶେଷ ମଧ୍ୟ୍ୟ ବିତ୍ତ ଶେଣୀ ମାନଙ୍କ ଆର୍ଥିକ ମାନ ଦଣ୍ଡ ଖରାପ ଆଡକୁ ଗତି କରୁଛି l ଅସାଧୁ ଵେବସାହି ମାନେ ଦର ଦାମ ବୃଦ୍ଧି କରିବା ଫଳରେ ମଧ୍ୟ୍ୟ ଓ ନିମ୍ନ ବିତ୍ତ ମାନଙ୍କ ପାଇଁ କାଳ ସାଜିଛି l ପନି ପରିବା ଆକାଶ ଛୁଆ ହୋଇ ଗଲାଣି l ସରକାର ଙ୍କ ବିଭିନ୍ନ ଯୋଜନା ଠପ ଦିନ ମଜୁରିଆ ଟଙ୍କା କିଆ ଚାଉଳ ଉପରେ ନିର୍ଭର କରି ଢୋକେ ପି ଢୋକେ ଖାଇ ଦିନ ବିତାଉ ଛନ୍ତି ଜିଲ୍ଲା 22ତାରିଖ କରୋନା ପୋଜେଟୀଭି ସଂଖ୍ୟା 267ଥିଲା ବେଳେ 23ତାରିଖ ରେ 332, 24ତାରିଖ ରେ 292,, 25ତାରିଖ ରେ 256ପୋଜେଟୀଭି ଚିହ୍ନଟ କରାଯଇଛି l ଯାଜପୁର ଜିଲ୍ଲା ରୁ କରୋନା ର ପ୍ରକୋପ କେବେ କମିବ ତାହା ଚିନ୍ତା ର କାରଣ ହୋଇଛି

: ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking