33.1 C
Bhubaneswar
Thursday, April 25, 2024
Homeଓଡିଶାକଟକରେ କେମିତି ରହିଛି କରୋନା ସ୍ଥିତି

କଟକରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ଵର: କଟକରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, ଅଧିକ ପରୀକ୍ଷା ଯୋଗୁଁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । କିନ୍ତୁ ଜିଲ୍ଲା ପ୍ରତି ଶହେ ରୋଗୀ ମଧ୍ୟରୁ ୬୬ ଜଣ ସୁସ୍ଥ ହେଉଛନ୍ତି । କଟକ ଜିଲ୍ଲାରେ କରୋନା ମୃତ୍ୟୁ ହାର ମାତ୍ର ୦.୦୧% ରହିଛି ।’
କଟକ ଜିଲ୍ଲା ଟେଷ୍ଟିଂ ଓ ଟ୍ରେନିଂ କ୍ଷେତ୍ରରେ ଉଦାହାରଣ ସୃଷ୍ଟି କରିଛି । କଟକରେ ୧୮ଟି ଜିଲ୍ଲାର ୧.୨୦ ଲକ୍ଷ ନମୁନା ପରୀକ୍ଷା ସରିଛି । ଗତକାଲି ୧୯୨୫ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଛି । ଦିନକୁ ହାରାହାରୀ ୯୮୩ ଜଣଙ୍କର ନମୁନା କରୀକ୍ଷା ହେଉଛି । ଏହା ସହ କଟକରେ ଆଉ ଗୋଟିଏ କୋଭିଡ ସେଣ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking