33.1 C
Bhubaneswar
Thursday, April 25, 2024
Homeକରୋନାକରୋନା ସ୍ଥିତି ନେଇ କଣ୍ କହୁଛନ୍ତି ବିଶେଷଜ୍ଞ

କରୋନା ସ୍ଥିତି ନେଇ କଣ୍ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସ୍ଥିତି ସଙ୍ଗୀନ। ସପ୍ତାହେରୁ ଅଧିକ ସମୟ ହେଲା ଲଗାତାର ଦୈନିକ ୧୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଛି। ମୃତ୍ୟୁ ସଂଖ୍ୟା ବି ୨୦ ଉପରେ ରହୁଛି। ଏହାକୁ ଆକଳନ କରି ଆଗାମୀ ଦିନରେ ଓଡିଶାର କୋରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ ଆସନ୍ତା ସପ୍ତାହେ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ରୁ ୧୦ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ  ସ୍ଥିତି ରହିଛି ତେଣୁ ଓଡ଼ିଶା ସମାନ୍ତରାଳ ସ୍ଥିତିରେ ରହିଛି। ଆଗାମୀ ୭ରୁ ୧୦ ଦିନ ପରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ଵୟରେ ହ୍ରାସ ପାଇବ। ବର୍ତ୍ତମାନ ସବୁଠୁ ବଡ଼ କଥା ଆମର ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି। ଆମ ପାଇଁ ସେଇଟା ବଡ଼ ଉପଲବ୍ଧି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking