27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଶେଷରେ ଭୋଟ ଦେବେ କୋଭିଡ ସଂକ୍ରମିତ

ଶେଷରେ ଭୋଟ ଦେବେ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ସମୀକ୍ଷା ବୈଛକ ଅନୁଷ୍ଠିତ ହୋଇଯାଇଛି । ୨ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ କଥା ହୋଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଉପନିର୍ବାଚନ ବେଳେ କୋଭିଡ ଗାଇଡଲାଇନ ପାଳନ ନେଇ ଆଲୋଚନା କରାଯାଇଛି । ସାମାଜିକ ଦୂରତ୍ୱ , ଥର୍ମାଲ ସ୍କ୍ରିନିଂ, ମାସ୍କ, ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଜଣେ ଅଭିଜ୍ଞ ଡାକ୍ତରଙ୍କୁ ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ମିଳିବ । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ । ଭିଡ କମାଇବା ପାଇଁ ଅତିରିକ୍ତ ବୁଥ୍ ଗଠନ ଉପରେ ଗୁରୁତ୍ୱ ଦିଆଯିବ । କୋଭିଡ ସଂକ୍ରମିତଙ୍କୁ ଶେଷ ପର୍ଯ୍ୟାୟରେ ଭୋଟ ଦେବାକୁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking