34.1 C
Bhubaneswar
Friday, March 29, 2024
Homeକରୋନା ଓଡିଶାଯାଜପୁର ଜିଲ୍ଲା ରେ କରୋନା ପୋଜେଟୀଭି ସଂଖ୍ୟା 500କୁ ଚୁଁହିଲା 

ଯାଜପୁର ଜିଲ୍ଲା ରେ କରୋନା ପୋଜେଟୀଭି ସଂଖ୍ୟା 500କୁ ଚୁଁହିଲା 

ଯାଜପୁର : ଜିଲ୍ଲା ରେ କରୋନା ପୋଜେଟୀଭି ଙ୍କ ସଂଖ୍ୟା 500ରୁ ଉର୍ଦ୍ଧ ଚୁଁହିଲା ଜିଲ୍ଲା ରେ କରୋନା 400ମଧ୍ୟରେ ରେ ରହୁ ଥିଲା l ଦୁଇ ଦିନ ହେଲା କରୋନା ପଯେକେଟି ସଂଖ୍ୟା ବୃଦ୍ଧି ପାଉଛି l ଦଶରଥ ପୁର ଯାଜପୁର ବ୍ଲକ ଓ ବ୍ୟାସନଗର ମୁନିସିପାଲିଟି ରେ ସର୍ବରାଧିକା କରୋନା ପୋଜେଟୀଭି ସଂଖ୍ୟା ଅନ୍ୟ ଅଞ୍ଚଳ ଠାରୁ ରହିଛି l 31, 5, 2021ରେ 507ପୋଜେଟୀଭି ଚି଼ହ୍ନଟ ହୋଇ ଥିବା ରିପୋର୍ଟ ପ୍ରକାଶ ପାଇଛି l ରିପୋର୍ଟ ରୁ ଜଣା ଯାଇଛି ଯେ ବଡ଼ଚଣା ରୁ 31, ବରୀ 32, ବିଂଝାରପୁର 51, ଦାନଗଦି 21, ଧର୍ମଶାଳା 36, ଦଶରଥ ପୁର 83, ଯାଜପୁର ବ୍ଲକ 56, ଯାଜପୁର ମୁନିସିପାଲିଟି 21, କୋରେଇ 20, ରସଲପୁର 38, ସୁକିନ୍ଦା 39, ବ୍ୟାସନଗର ମୁନିସିପାଲିଟି 66, ଓ ଅନ୍ୟାନ୍ୟ 13ରୁ କୋବିଦ ଟେଷ୍ଟ ରୁ ପୋଜେଟୀଭି ସଂଖ୍ୟା ଜଣାପଡିଛି l 25ତାରିଖ ରେ 560, 26ରେ 374, 27ରେ 241, 28ରେ 406, 29ରେ 489.30ତାରିଖ ରେ 354ପୋଜେଟୀଭି ପରୀକ୍ଷା ରୁ ଚିନ୍ହଟ କରାଯାଇଥିଲା l ଲକ ଡାଉନ ସଟ ଡାଉନ ବଳବତ୍ତର ରହିଛି ବନ୍ୟା ଓ ୟସ ପାଇଁ କେତେକ ଅଂଶ ରେ ସଂକ୍ରମିତ ହୋଇ ଥିବା ର କୁହାଯାଉଛି ମୋଟା ମୋଟି କହିବାକୁ ହେଲେ ଆଭେରେଯେ ଅନୁସାରେ

ସ୍ଥିତି ଏକ ପ୍ରକାର ଅଛି ଲୋକ ମାନେ ସଚେତନ ରହି ଚଳୁ ଛନ୍ତି ବର୍ତ୍ତମାନ ଥଣ୍ଡା କାଶ ରେ ବିଶେଷ ଲୋକ ଆକ୍ରାନ୍ତ ଅଛନ୍ତି ସହର ଞ୍ଚଳ ଓ ସଚେତନ ନାଗରିକ କୋବିଦ ପରୀକ୍ଷା କରୁ ଥିଲା ବେଳ ଅନ୍ୟ ମାନେ କୋବିଦ କୁ ଭୟ କରି ଔଷଧ ପତ୍ର ଓ ଆୟୁଷ ମନ୍ତ୍ରାଳୟ ଅନୁସାରେ ଚିକିତ୍ସା ହେଉଛନ୍ତି ଲକଡାଉନ ସଟ ଡାଉନ ଯୋଗୁ ବିଭିନ୍ନ ଶ୍ରମିକ ମାନେ କାର୍ଯ୍ୟ ନ ପାଇ ପରିବାର ପତିପୋଷଣ କରିବା ପାଇଁ ହତ ସନ୍ତ ହେଉଛନ୍ତି ଟଙ୍କାକିଆ ଚାଉଳ ସେମାନଙ୍କ ପାଇଁ ବର ସଦୁସ୍ୟ ହୋଇ ଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking