34.1 C
Bhubaneswar
Friday, March 29, 2024
Homeକରୋନା ଓଡିଶାଯାଜପୁର ଜିଲ୍ଲା ବାସୀଙ୍କୁ କରୋନା ମହାମାରୀ ର ଚକମା 

ଯାଜପୁର ଜିଲ୍ଲା ବାସୀଙ୍କୁ କରୋନା ମହାମାରୀ ର ଚକମା 

ଯାଜପୁର (ଓଏନଏ): ରାଜ୍ୟ ରେ କରୋନା ସ୍ଥିତି ସୁଧୁରୁ ଛି ସଂକ୍ରମଣ ହାର ହ୍ରlସ ପାଉଛି ଯାଜପୁର ଜିଲ୍ଲା ରେ କରୋନା ଚକମା ଦେଖାଇ କମୁଛି ଓ ବୃଦ୍ଧି ପାଉଛି ,ସେଥି ପାଇଁ ଅମାନିଆ ଦାୟୀ । କରୋନା ସ୍ଥିତି କୁ ନେଇ ଜିଲ୍ଲା ବାସି ଆତଙ୍କିତ ଦିନେ ବଡୁଛି ତାହା ପର ଦିନ କମୁଛି । ଟୀକା କରଣ ଅଵେବସ୍ତା ପ୍ରିୟା ପ୍ରୀତ ତୋଷଣ ରୋକିବା ବାରେ ସ୍ୱାସ୍ଥ ବିଭାଗ ବିଫଳ ହେଉଛି l. ସ୍ୱାସ୍ଥ ବିଭାଗ କର୍ମ ଚାରୀ ମନେ ମୁଖ୍ୟତ ଦାହି ବୋଲି ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ଚାଲିଛି l. ପଞ୍ଜିକରଣ ପାଇଁ ସ୍ଲଟ ମିଳୁନି ଏହା ନେଇ ସମଗ୍ର ଜିଲ୍ଲା ରେ ଅସନ୍ତୋଷ ପ୍ରକାଶ ପାଉଛି l ଟୀକା କେନ୍ଦ୍ର ରେ ସାମାଜିକ ଦୂରତା ରହୁ ନାହିଁ l ଏହାର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ରୋଡ ସହର ର ଟୀକା କେନ୍ଦ୍ର ରେ ଏହି ଭିଡ଼ିଓ କୁ ଦେଖନ୍ତୁ l ସାମାଜିକ ଦୂରତା କୁ ଫୁ କରା ଯାଇଛି ପ୍ରସl ନିକ ଅଧିକାରୀ ଓପୋଲିସ ଥାଇ ମଧ୍ୟ୍ୟ କୋବିଦ ନିୟମ କୁ କାର୍ଯ୍ୟ କାରିତା ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି କରୋନା କୁ ପ୍ରତିହତ କରିବା ପାଇଁ ଟୀକାନେବାକୁ ଆସି ଥିବା ବ୍ୟକ୍ତି କରୋନା ରୋଗ କୁ ଡାକି ଆଣୁଛନ୍ତି ବୋଲି ସହର ରେ ଚର୍ଚ୍ଚା ଚାଲିଛି l 20ତାରିଖ ରିପୋର୍ଟ ରୁ ଜଣା ଯାଇଛି ଯେ ସମଗ୍ର ଜିଲା ରେ କରୋନା ପୋଜେଟୀଭି ରେ ନୂତନ ଭାବ ରେ 226ଜଣ ଙ୍କୁ ଚିହ୍ନଟ କରା ଯାଇଛି lଯାଜପୁର ବ୍ଲକ 45, କୋରାଇ 30, ଦଶରଥ ପୁର 28.ବରୀ 25, ବିଂଝାରପୁର 20, ରସଲପୁର 13, ଧର୍ମଶାଳା 12, ବଡ଼ଚଣା 11, ଦାନଗଦି 8, ସୁକିନ୍ଦା 5, ବ୍ୟାସନଗର ମୁନିସିପାଲିଟି 20, ଯାଜପୁର ମୁନିସିପାଲିଟି 8, ଓ ଅନ୍ୟାନ୍ୟ 1 ଜଣ ଙ୍କ ଠାରୁ କରୋନା ପୋଜେଟୀଭି ଚିହ୍ନଟ କରା ଯାଇଛି ।

ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking