32.8 C
Bhubaneswar
Tuesday, April 16, 2024
Homeଓଡିଶାକରୋନା ପ୍ରଭାବ: ବନ୍ଦ ରହିବ ପ୍ଲାନେଟୋରିୟମ

କରୋନା ପ୍ରଭାବ: ବନ୍ଦ ରହିବ ପ୍ଲାନେଟୋରିୟମ

ଭୁବନେଶ୍ୱର: କରୋନା ପ୍ରଭାବରେ ଏବେ ସମସ୍ତ ସ୍କୁଲ କଲେଜ, ସପିଂ ମଲ୍ ଓ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବାକୁ ଘୋଷଣା ହୋଇଛି । ଏହାସହ କୋରନା ପାଇଁ ଏବେ ପଠାଣି ସାମନ୍ତ ପ୍ଲାନେଟୋରିୟମର ସମସ୍ତ ସୋ’କୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଖଣ୍ଡପଡା ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ରହବ । ଏହାଛଡା ବୁର୍ଲା ଏପିଜେ କଲାମ ପଠାଣି ସାମନ୍ତ ମଧ୍ୟ ରହିବ ବୋଲି ସୂଚନା ମିଳିଛି ।
https://onakhabar.com/2020/03/13/which-day-is-celebrated-for-which-martyar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking