34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ପାଇଁ ଫିକା ପଡିଲା ରାମ ନବମୀ

କରୋନା ପାଇଁ ଫିକା ପଡିଲା ରାମ ନବମୀ

ଭୁବନେଶ୍ୱର: କରୋନା ପାଇଁ ଫିକା ପଡିଲା ରାମ ନବମୀ । ସାରା ଦେଶରେ ଏବେ ତାଲା ବନ୍ଦ ଘୋଷଣା ହୋଇଥିବା ବେଳେ ସାଧାରଣ ଜୀବନଯାତ୍ରା ଠପ୍ ହୋଇପଡିଛି । ଖାଲି ଏତିକି ନୁହେଁ, ଏହାର ପ୍ରଭାବ ପରମ୍ପରା ଉପରେ ବି ପଡିଛି । କରୋନା ପାଇଁ ରାମ ମନ୍ଦିରରେ ଆଜି ଭକ୍ତଙ୍କ ଗଦହଳି ନାହିଁ । ସବୁ ଶୂନ୍‌ଶାନ । ରାଜ୍ୟରେ ଥିବା ସବୁ ରାମ ମନ୍ଦିର ଆଜି ଖାଁ ଖାଁ । ସାମାଜିକ ଦୂରତା ବଜାୟ ରଖିବାକୁ ଯାଇ ତାଲା ବନ୍ଦ ନିଷ୍ପତି ହୋଇଥିବା ବେଳେ କେଉଁଠି ନା କେଉଁଠି ଏହାର ପ୍ରଭାବ ସମସ୍ତ ଦେବାଳୟରେ ଦେଖିବାକୁ ମିଳୁଛି ।
https://onakhabar.com/2020/04/02/fire-breaks-out-near-ag-square-bbsr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking