22.1 C
Bhubaneswar
Sunday, January 23, 2022
Homeଓଡିଶାଭିନ୍ନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀ ଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭିନ୍ନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀ ଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭୁବନେଶ୍ୱର :ସମଗ୍ର ବିଶ୍ୱ କରୋନା ମହାମାରୀରେ ସଂଗ୍ରାମ କରୁଥିବା ବେଳେ ନିରାଶ୍ରୟ ,ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଯୁବ ସମାଜସେବୀ ଅର୍ଜୁନ ସାହୁ ପୁଣିଥରେ ମହାନତାର ପରିଚୟ ଦେଇଛନ୍ତି । ରାଜଧାନୀର ଚେତନା ମହାବିଦ୍ୟାଳୟରେ ପଢୁଥିବା ଶହେ ଜଣ ଭିନକ୍ଷମ ଛାତ୍ର ଓ ୬୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ମାସ୍କ , ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଅର୍ଜୁନ କହିଛନ୍ତି ଏଭଳି ସମୟରେ ଭିନକ୍ଷମ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ଆମ ପାଇଁ ଦିନ ରାତି ବିପଦକୁ ଖାତିରି ନକରି ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କୁ ନିତ୍ୟବ୍ୟବହର୍ଯ୍ୟ ଜିନିଷ ସହ ସମ୍ବର୍ଦ୍ଧିତ କରି ମୁଁ ଅତ୍ୟନ୍ତ ଖୁସି । ଏଭଳି ପରିସ୍ଥିତିରେ ସମସ୍ତେ ଏକତ୍ରିତ ହୋଇ ଭିନ୍ନ ଭିନ୍ନ ପ୍ରୟାସ ଜରିଆରେ ପରସ୍ପରକୁ ସହଯୋଗର ହାତ ବଢାଇଲେ କରୋନା କୁ ମୁକାବିଲା କରିବା ସହଜ ହେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking