30 C
Bhubaneswar
Tuesday, April 16, 2024
Homeଓଡିଶାଭାରତରେକରୋନା ମୃତକଙ୍କ ସଂଖ୍ୟା ବଢି ପହଁଚିଲା ୧୫ ରେ

ଭାରତରେକରୋନା ମୃତକଙ୍କ ସଂଖ୍ୟା ବଢି ପହଁଚିଲା ୧୫ ରେ

ନୂଆଦିଲ୍ଲୀ : ଲକ ଡାଉନ ସତ୍ୱେ ଭାରତରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କ୍ରମେ ବଢୁଥିବା ଦେଖାଯାଇଛି | ମିଳିଥିବା ସୂଚନା ଅନୁଶାରେ ବର୍ତ୍ତମାନ ସୁଦ୍ଧା କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି ୧୫ ରେ ପହଁଞ୍ଚିଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୪୯ ପହଁଞ୍ଚିଛି |ଆକ୍ରାନ୍ତମାନେ ବିଭିନ୍ନ ରାଜ୍ୟରେ ଚିତ୍କିସିତ ହେଉଛନ୍ତି ।
କରୋନାରେ ସଂକ୍ରମିତ ହୋଇ ଗୁଜୁରାଟ, ମହାରାଷ୍ଟ୍ର ଓ ଜମ୍ମୁ କାଶ୍ମୀରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନାମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ଜଣ ମୃତ୍ୟୁ ବରଣ କରିଛନ୍ତି |
https://onakhabar.com/2020/03/26/covid-19-12death-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking