27.8 C
Bhubaneswar
Friday, April 19, 2024
Homeଓଡିଶାବିଶ୍ଵ ରେ କରୋନା ମୃତ୍ୟୁ ୬,୩୫,୫୯୬କୁ ବୃଦ୍ଧି

ବିଶ୍ଵ ରେ କରୋନା ମୃତ୍ୟୁ ୬,୩୫,୫୯୬କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ପାଇଁ ସମଗ୍ର ବିଶ୍ୱରେ ୧ କୋଟି ୫୬ ଲକ୍ଷ ୩୯ ହଜାର ୭୦୬ ଜଣ ଆକ୍ରାନ୍ତ ହୋଇସାରିଳେଣି। ୨୧୩ଟି ଦେଶକୁ ବ୍ୟାପି ସାରିଲାଣି। ସେଥି ମଧ୍ୟରୁ ୯୫ ଲକ୍ଷ ୨୮ ୪୩୩ ଜଣ ସୁସ୍ଥ ହୋଇ ସାରିଲେଣି।

ସଂକ୍ରମଣରେ ଆମେରିକା ପ୍ରଥମ , ବ୍ରାଜିଲ ଦ୍ଵିତୀୟ ଓ ଭାରତର ସ୍ଥାନ ତୃତୀୟ ରହିଛି। ଆମେରିକାରୁ ଗୋଟିଏ ଦିନରେ ୧୨୨୫ ଜଣଙ୍କର ମୃତ୍ୟୁ ହୋଇଛି।ଏଥିସହ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୭ ହଜାର ୨୯୭ କୁ ବୃଦ୍ଧି ପାଇଛି।ଦେଶରେ ଏବେ ୪୧ ଲକ୍ଷ ୬୯ ହଜାର ୧୫୩ ଜଣ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ବ୍ରାଜିଲ ରେ ୨୨,୮୯,୯୫୧ ଜଣ ସଂକ୍ରମିତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୮୪,୨୦୭ ଜଣ ମୃତୁବରଣ କରିଛନ୍ତି।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking