ଥମୁନି କୋରନା ମୃତ୍ୟୁ ;ଖୋର୍ଦ୍ଧାରେ ସର୍ବାଧିକ ୩

corona death in state

ଭୁବନେଶ୍ୱର : ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ କମୁନାହିଁ । ଆଜି ରାଜ୍ୟରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହେ।ଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହେ।ଇଥିବା ବେଳେ ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୨ ଜଣ ଓ ବରଗଡ଼,ବାଲେଶ୍ୱର, କଟକ,କଳାହାଣ୍ଡି,କେନ୍ଦ୍ରାପଡ଼ା,ମୟୁରଭଞ୍ଜ ,ସମ୍ବଲପୁର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here