30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାଜ୍ୟରେ କୋରନା ନେଲା ପୁଣି ୧୭ ଜୀବନ

ରାଜ୍ୟରେ କୋରନା ନେଲା ପୁଣି ୧୭ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କୋରନା ସ୍ଥିତି ସୁଧୁରିବାକୁ ଲାଗିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁନାହିଁ । କ୍ରମାଗତ ଭାବେ କୋରନାର ମୃତ୍ୟୁ ସଂଖ୍ୟା ୧୫ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରନାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ରେ ସର୍ବାଧିକ ୪ଜଣଙ୍କ , ଭୁବନେଶ୍ୱର ,ଝାରସୁଗଡ଼ାରୁ ୨ ଜଣ ବଲାଙ୍ଗୀର ,ବରଗଡ଼, କେନ୍ଦ୍ରାପଡ଼ା ,ସମ୍ବଲପୁରରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଏବଂ ଲୋକ ସଂମ୍ପର୍କ ବିଭାଗରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking