30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜ୍ୟରେ କୋରନା ନେଲା ଆଉ ୧୬ ଜୀବନ, ସର୍ବାଧିକ ସୁନ୍ଦରଗଡ଼

ରାଜ୍ୟରେ କୋରନା ନେଲା ଆଉ ୧୬ ଜୀବନ, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର : କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲା ବେଳେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗି ପାରୁନାହିଁ । ପ୍ରତିଦିନ କୋରନା ଯୋଗୁଁ ୧୫ରୁ ଉର୍ଦ୍ଧ ଜୀବନ ଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରନାରେ ପ୍ରାଣ ହରାଇଛନ୍ତି ୧୬ ଜଣ । ତେବେ ସୁନ୍ଦରଗଡ଼ ରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking