ବିଶ୍ୱରେ କରୋନା ମୃତ୍ୟୁ ୧୩ ଲକ୍ଷ ଟପିଲା

corona

ନୂଆଦିଲ୍ଲୀ: ଦେଶରେ ଏବେ ବି କରୋନା ସଂକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱରେ କରୋନା ମୃତ୍ୟୁ ୧୩ ଲକ୍ଷ ୮ ହଜାର ୪୮୬କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୩୭ ଲକ୍ଷ ୨୨ ହଜାର ୯୫୦ ରହିଛି । ତେବେ କରୋନାରୁ ଏଯାବତ୍ ୩ କୋଟି ୭୪ ଲକ୍ଷ ୯୦ ହଜାର ୮୬୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ବିଶ୍ୱର ମୋଟ ୨୧୬ ଦେଶକୁ ବ୍ୟାପିଛି ଏହି ମହାମାରୀ କରୋନା । କାହାକୁ ବି ଏହା ଛାଡୁନି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here