34.1 C
Bhubaneswar
Thursday, April 25, 2024
Homeକରୋନାଦେଶରେ କମୁଛି କରୋନା ମୃତ୍ୟୁହାର: ସ୍ୱାସ୍ଥ୍ୟ ସଚିବ

ଦେଶରେ କମୁଛି କରୋନା ମୃତ୍ୟୁହାର: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : ଦେଶରେ କରୋନା ଅପଡେଟ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ଦେଶରେ ସଂକ୍ରମଣ ହାର କ୍ରମାଗତ ଭାବେ କମିବାରେ ଲାଗିଛି । ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ସଂକ୍ରମଣ ୯୦,୩୪୬ ରହୁଥିଲା । କିନ୍ତୁ ଏବେ ଦେଶରେ ଦୈନିକ ସଂକ୍ରମଣ ୪୫,୮୦୦ ମଧ୍ୟରେ ରହୁଛି । ସେମିତି ସେପ୍ଟମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ମୃତ୍ୟୁ ୧୧୬୫ ଥିଲା । ଏବେ ଦେଶରେ ଦୈନିକ ମୃତ୍ୟୁହାର ୫୧୩ରେ ପହଞ୍ଚିଛି । କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଆଉ କିଛି ରାଜ୍ୟରେ ବଢିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଓ ୟୁପିରେ କରୋନା ସଂକ୍ରମଣ କମୁଛି । ଅନ୍ୟପଟେ ମଣିପୁର, ଦିଲ୍ଲୀ, କେରଳ ଓ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking