ଦେଶରେ ୨୪ ଘଣ୍ଟାରେ ୮୩,୩୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୮୫ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ସୁସ୍ଥ ହେବାରେ ବି ଭାରତ ପ୍ରଥମ ସ୍ଥାନରେ ରହିଛି । ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ପାର୍ କରିଥିବା ବେଳେ ଦେଶରେ ମହାମାରୀ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୯୦୦୨୦ ଜଣଙ୍କ ପ୍ରାଣ ଗଲାଣି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଭାରତରେ ରିକଭରି ରେଟ୍ ୮୯ ପ୍ରତିଶତ ରହିଛି । ତେବେ ଦେଶରେ ଏ ପର୍ଯ୍ୟନ୍ତ ୪୫୮୭୬୧୩ ଲୋକ କରୋନାରୁ ସୁସ୍ଥ ହୋଇସାରିଲେଣି ।

LEAVE A REPLY

Please enter your comment!
Please enter your name here