34.1 C
Bhubaneswar
Wednesday, May 25, 2022
Homeକରୋନାକମୁଛି ସଂକ୍ରମଣ

କମୁଛି ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ କମିବା ଆରମ୍ଭ ହେଉଛି । ଏହି ସବୁ ସତ୍ୱେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ବଢ଼ିବା ସାମାନ୍ୟ ଚିନ୍ତାର କାରଣ ହୋଇଛି । ଏବେଠାରୁ ଆଉ ଅଧିକ ସତର୍କତା ଅବଳମ୍ବନ କଲେ ଏହି ବିପଦ ଆମଠାରୁ ଦୂରେଇ ଯିବ ।

 

କାରଣ, ନୂତନ କେସ ତୁଳନାରେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ କେସ୍ । ଦିଲ୍ଲୀର ପଜିଟିଭିଟି ରେଟ ଖସି ୧୯ ପ୍ରତିଶତ ହୋଇଛି । ୧୮୨ ଜିଲାରେ ସଂକ୍ରମଣ ପ୍ରଭାବ ଦ୍ରୁତ ବେଗରେ କମୁଛି । ମାତ୍ର ମାସକ ମଧ୍ୟରେ ପଜିଟିଭିଟି ରେଟ ସାରା ଦେଶରେ ୭୦ ପ୍ରତିଶତରୁ ୨୩କୁ ଖସି ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking