37.1 C
Bhubaneswar
Thursday, March 28, 2024
Homeଓଡିଶାବିଦେଶ ଫେରାନ୍ତଙ୍କୁ ୪୮ ଘଣ୍ଟା ର ମହଲତ

ବିଦେଶ ଫେରାନ୍ତଙ୍କୁ ୪୮ ଘଣ୍ଟା ର ମହଲତ

ଭୁବନେଶ୍ୱର : କରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷପ । ବିଦେଶ ଫେରନ୍ତା ଙ୍କ ପାଇଁ ୪୮ ଘଣ୍ଟା ସମୟ ଦେଲେ ସରକାର ।ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କ ପ୍ରେସମିଟରେ ସୂଚନା ।ବିଦେଶ ଫେରନ୍ତା ଙ୍କ ପାଇଁ ପୋର୍ଟାଲ ବ୍ୟବସ୍ଥା ।ବିଦେଶରୁ ଆସିଥିବା ବା ସିବାକୁ ଥିବା ବ୍ୟକ୍ତି ମାନେ ରେଜିଷ୍ଟ୍ରସନ କରିବେ ।ନିଶୁଲ୍କ ନମ୍ବର ୧୦୪ କୁ କଲ କରି ରେଜିଷ୍ଟ୍ରସନ କରିପାରିବେ ।ଆସିବାକୁ ୨୪ ଘଣ୍ଟା ବା ଆସିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରସନ କରିବାକୁ ସୂଚନା ।ମାର୍ଚ୍ଚ ୪ ପରେ ଆସିଥିବା ଲୋକଙ୍କ ପାଇଁ ୪୮ ଘଂଟାର ମହଲତ ।୪୮ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରସନ କରିବା ବାଧ୍ୟତା ମୂଳକ ।କାଲି ସକାଳ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ। ସେମାନେ ନିଜେ ତଥ୍ୟ ଦେଲେ ସେମାନଙ୍କ ଚିକିତ୍ସା ବ୍ୟାବସ୍ଥା କରାଯିବ। ନିଜ ଘରେ ବା ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ହେବ। ହୋମ ଆଇସୋଲେସନରେ ରହିଲେ ସରକାର ୧୫ ହଜାର ଦେବେ। ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ହେବ। ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି।
https://onakhabar.com/2020/03/16/temporary-quarantine-centers-will-be-opened-in-the-capital/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking