୫ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ କର୍ବେଭାକ୍ସ ଟିକା

ନୂଆଦିଲ୍ଲୀ : ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଡିସିଜିଆଇ ବିଶେଷଜ୍ଞ କମିଟିର ସୁପାରିଶ କରିଛି । କମିଟି ବାୟୋଲୋଜିକାଲ-ଇ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟର ସମୀକ୍ଷା କରାଯିବା ପରେ ଏହି ସୁପାରିଶ କରାଯାଇଛି । ଅନ୍ୟପକ୍ଷରେ ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବା ପ୍ରସଙ୍ଗ କମିଟିର ବିଚାରାଧିନ ରହିଛି । ଆଜି ବସିଥିବା … Continue reading ୫ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ କର୍ବେଭାକ୍ସ ଟିକା