40.1 C
Bhubaneswar
Thursday, April 25, 2024
Homeଓଡିଶାଯୈାନ ନିର୍ଯ୍ୟାତନା ଅଭିଯୋଗ ରେ କନଷ୍ଟେବଳ ଗିରଫ

ଯୈାନ ନିର୍ଯ୍ୟାତନା ଅଭିଯୋଗ ରେ କନଷ୍ଟେବଳ ଗିରଫ

ଭୁବନେଶ୍ୱର : ଯୈାନ ନିର୍ଯ୍ୟାତନା ଅଭିଯୋଗ ରେ କନଷ୍ଟେବଳ ଗିରଫ । କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗ ଙ୍କୁ ଗିରଫ କଲା ମହିଳା ଥାନା ପୁଲିସ । ୪ ବର୍ଷ ଧରି ନାବାଳିକା କୁ ଯୈାନ ଶୋଷଣ କରୁଥିବା ଅଭିଯୋଗ । ଯୈାନ ଶୋଷଣ ସହ ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଚାଇଲଡ ଲାଇନ ରେ ଅଭିଯୋଗ ପରେ କନଷ୍ଟେବଳ ଗିରଫ ।

ମହାନଦୀ’- ମୁଖ୍ୟମନ୍ତ୍ରୀଙ୍କ ପାଇଁ କେବଳ ନିର୍ବାଚନୀ ପ୍ରସଙ୍ଗ : ପ୍ରଦୀପ ପୁରୋହିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking