40.1 C
Bhubaneswar
Thursday, April 25, 2024
Homeଓଡିଶାଲାଞ୍ଚୁଆ କନେଷ୍ଟବଳ ଗିରଫ

ଲାଞ୍ଚୁଆ କନେଷ୍ଟବଳ ଗିରଫ

ଭୁବନେଶ୍ୱର : ଲାଞ୍ଚ ନେବା ବେଳେ କନେଷ୍ଟବଳ ଗିରଫ । କମିଶନରେଟ୍ ପୋଲିସ୍‌ରେ କାର୍ଯ୍ୟରତ କଣେ କନେଷ୍ଟବଳଙ୍କୁ ୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।
ଉକ୍ତ କନେଷ୍ଟବଳ ଜଣକ କମିଶନରେଟ ପୋଲିସ୍ ର ଆକାଉଣ୍ଟ ଓ ସେକ୍ସନରେ କାମ କରୁଥିଲେ । ଏରିଅର ଟଙ୍କା କରାଇ ଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲା ।

୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking