ହତ୍ୟା ପଛରେ ଷଡଯନ୍ତ୍ର ଅଛି,ସରକାର ଖୁଲାସା କରନ୍ତୁ: ପୃଥ୍ୱୀରାଜ

ଭୁବନେଶ୍ୱର: ନବଦାସ ହତ୍ୟା ମାମମଲାରେ ଚାର୍ଜସିଟତ ଦାଖଲ ପରେ ବିଜେପିର ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ସବୁ ମିଛ ଲେଖିଛି ବୋଲି କହିଲେ ପୃଥ୍ୱୀରାଜ ହରିଚନ୍ଦନ । ନବଙ୍କ ଆଡୁ କଣ ଭୟ ଥିଲା ଚାର୍ଜସିଟରେ ଲେଖିନୀ କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ ରାଗ କଣ? ଯଦି ପୂର୍ବ ଯୋଜନା ତାହେଲେ କେବେ କରିଥିଲେ । ପୂରା ଘଟଣାକୁ ଚପେଇବା ପାଇଁ ସରକାର ସଫଳ ହେଲେ, ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା । ହତ୍ୟା ପଛରେ ଷଡଯନ୍ତ୍ର … Continue reading ହତ୍ୟା ପଛରେ ଷଡଯନ୍ତ୍ର ଅଛି,ସରକାର ଖୁଲାସା କରନ୍ତୁ: ପୃଥ୍ୱୀରାଜ