39.1 C
Bhubaneswar
Wednesday, April 24, 2024
Homeଓଡିଶାସଂଯୋଗ ନା ଯୋଜନା ପ୍ରସୃତ-ଅପରାଜିତା

ସଂଯୋଗ ନା ଯୋଜନା ପ୍ରସୃତ-ଅପରାଜିତା

ଭୁବନେଶ୍ୱର : ଶ୍ରୀ ମନ୍ଦିର ସହ ସମ୍ପୃକ୍ତ ଜଣେ ବ୍ୟକ୍ତି ୩ଟି ଗୁରୁ ଦାୟିତ୍ୱ ରେ ରହିବାକୁ ନେଇ ପ୍ରଶ୍ନ ।ଟୁଇଟ ଜରିଆରେ ପ୍ରଶ୍ନ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଜଣେ ବ୍ୟକ୍ତି ପୂର୍ତ୍ତ ସଚିବ , ଓବିସିସି ଅଧକ୍ଷ ଏବଂ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଏହା ସଂଯୋଗ ନା ଯୋଜନା ପ୍ରସୂତ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସେ ଓବିସିସି କୁ କାମ ଓ ପାଉଣା ଦେଲେ , ସେହି ସମାନ ବ୍ୟକ୍ତି ଓବିସିସି ଅଧ୍ୟକ୍ଷ ଭାବେ କାମ କଲେ , ପାଉଣା ମଧ୍ୟ ଗ୍ରହଣ କଲେ । ଅର୍ଥ କାରବାର ରେ ରହିଥିବା ସର୍ବନିମ୍ନ ଶୃଙ୍ଖଳା ଉଲଂଘନ କରାଯାଇଛି । ଏସବୁ କାହିଁକି , ଏସବୁ ଆମର ଜାଣିବା ଦରକାର ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking