31.1 C
Bhubaneswar
Tuesday, April 23, 2024
Homeଓଡିଶାଚିତ୍ରକୋଣ୍ଡା ଥାନାରେ ଭଙ୍ଗାରୁଜା

ଚିତ୍ରକୋଣ୍ଡା ଥାନାରେ ଭଙ୍ଗାରୁଜା

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ଥାନା ପରିସରରେ ପଶି କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା । ଥାନା ପରିସରରେ ଥିବା ପୋଲିସ ଗାଡି ଭଙ୍ଗାରୁଜା କଲେ । ଆରଏସସି-୧୩ ଗାଁରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଭଙ୍ଗାରୁଜା । କିଛି ଦିନ ତଳେ ଗଂଜେଇ ଜବତ ଲାଗି ଗାଁରେ ପଶିଥିଲା ପୋଲିସ । ଗାଁରେ ପଶି ୫ ଜଣ ମହିଳାଙ୍କୁ ପୋଲିସ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ଥିଲା ।

ଜୁନ୍ ୨୭ରୁ ପିଜି ପାଇଁ ଆବେଦନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking