ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ

– ନିଜର ଅପାରଗତା ଲୁଚାଇବାକୁ ଚିଠିର ଆଶ୍ରା ନେଇଛନ୍ତି ନବୀନ – ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ସମୁଧା ଭୁବନେଶ୍ୱର: ନବୀନ ଓ ମୋଦୀ ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ଦୁର୍ନୀତିରେ ବୁଡ଼ି ରହିଛନ୍ତି ଉଭୟ ସରକାର । ରାଜ୍ୟରେ ୨୪ ବର୍ଷର ଶାସନକାଳରେ ନବୀନ ବାବୁ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ନବୀନବାବୁଙ୍କ କାରସାଦି ଓ ଜାଲିଆତି ବୁଝିଗଲେଣି … Continue reading ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ