ରକ୍ତତୀର୍ଥ ଇରମରୁ କଂଗ୍ରେସ ଆରମ୍ଭ କଲା ଜନସଂପର୍କ ଯାତ୍ରା

ଭୁବନେଶ୍ୱର: ସ୍ୱଚ୍ଛ ଶାସନର ଦିଣ୍ଡିମ ପିଟୁଥିବା ୨୨ ବର୍ଷର ରାଜ୍ୟ ବିଜେଡ଼ି ସରକାର ଏବଂ ୯ ବର୍ଷର କେନ୍ଦ୍ର ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ଜନସଚେତନତା କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଜନସଂପର୍କ ଯାତ୍ରା କରାଯିବାପାଇଁ ପିସିସି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ଆଜି ସ୍ୱାଧୀନତା ସଂଗ୍ରାମୀ ପୀଠ ଭଦ୍ରକ ଜିଲ୍ଲା ରକ୍ତତୀର୍ଥ ଇରମ ଠାରୁ ଜନସଂପର୍କ ଯାତ୍ରାର ଶୁଭାରମ୍ଭ ହୋଇଛି । … Continue reading ରକ୍ତତୀର୍ଥ ଇରମରୁ କଂଗ୍ରେସ ଆରମ୍ଭ କଲା ଜନସଂପର୍କ ଯାତ୍ରା