ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର
ଭୁବନେଶ୍ୱର : ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟ୍ମେଂଟ୍ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ନେତମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ । ଅଭିଯୁକ୍ତ କିମ୍ବା ଅଭିଯୁକ୍ତଙ୍କ ପକ୍ଷଧର ତଦନ୍ତକାରୀ ସଂସ୍ଥା ଉପରେ ଚାପ ପ୍ରୟୋଗ କଲେ ଆଇନ୍ର ଶାସନ ଚାଲିବ ନାହିଁ, ବରଂ ଦେଶରେ ଅଶାନ୍ତି ଓ ବିଶୃଂଖଳା ସୃଷ୍ଟି କରିବ … Continue reading ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର
Copy and paste this URL into your WordPress site to embed
Copy and paste this code into your site to embed