29.1 C
Bhubaneswar
Thursday, April 25, 2024
Homeଓଡିଶାକଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ଚୌଧୁରୀଙ୍କ ଆରୋଗ୍ଯ କାମନା କରି ରାମ ମନ୍ଦିର...

କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ଚୌଧୁରୀଙ୍କ ଆରୋଗ୍ଯ କାମନା କରି ରାମ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ

ଭୁବନେଶ୍ୱର: ଆଜକୁ ୩-୪ ଦିନ ହେବ ପୂର୍ବତନ ଭୂବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ତଥା ବର୍ତ୍ତମାନର କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ସମ      ମେଡିକାଲ  ରେ ଚିକିତ୍ସାଧିନ ଅଛନ୍ତି।ସେଇ ପରିପ୍ରେକ୍ଷୀରେ ଭୂବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ତାଙ୍କ ଆରୋଗ୍ଯ କାମନା କରି ରାମ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରାଯାଇଛି।


ଭୂବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଛନ୍ତି ଯେ ସାନଭାଇ ମାନସ ଜଣେ ଲଢୁଆ ଓ ଦୃଢମନା ବ୍ୟକ୍ତିତ୍ବ,ସେ ଅଳ୍ପଦିନ ମଧ୍ଯରେ ଆରୋଗ୍ଯ ହେଇ ଆମ ଗହଣକୁ ଫେରିଆସିବେ।ପ୍ରଭୁ ରାମଚନ୍ଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ପାଖେ ଆମେ ପ୍ରାର୍ଥନା କରୁଛୁ ସେ ସୁସ୍ଥ ହୋଇଯାନ୍ତୁ।ଏହି ପରିପ୍ରେକ୍ଷୀରେ ଅନେକ ଶୁଭାକାଂଖୀ ଘରେ ରହି ଦୀପଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ଯରେ ମୋହନ ଜେନା,ସୁବ୍ରତ ମହାପାତ୍ର, ଅଶୋକ ଦାଶ,ଜୟକୃଷ୍ଣ ସୁବୁଦ୍ଧି,ବ୍ରହ୍ମାନନ୍ଦ ସାହୁ,ମିହିର ଆଚାର୍ଯ୍ଯ, ଅକ୍ଷୟ ଦାସ, ପ୍ରଦୀପ ମହାନ୍ତି,ସାଗର ପରିଡା,ସତୃଘ୍ନ ବେହେରା,ଶଙ୍କୁନା କହଁର,ପ୍ରକାଶ ମିଶ୍ର,ଶୁଭ୍ରଜୋତି ଲେଙ୍କା,ମାନସ ସେଠୀ,ମୁନ୍ନୀ ଥାପା,ସୁଭଦ୍ରା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking