୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର – ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଥିବା ନୃସିଂହନାଥ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ସେହି ହାଇସ୍କୁଲଟି ୫ଟି ବ୍ୟବସ୍ଥାରେ ରୂପାନ୍ତରିତ ହୋଇଛି । ମୂଖ୍ୟ ପ୍ରସଙ୍ଗଟି ହେଉଛି ଏହି କଲ୍ୟାଣପୁର ସ୍କୁଲଟି ୧୯୧୬ ମସିହାରେ ପ୍ରାଥମିକ ସ୍କୁଲ ଭାବରେ ସ୍ଥାପିତ ହୋଇଥିଲା । ୧୯୭୬ ମସିହାରେ ଏହି ବିଦ୍ୟାଳୟ ପରିସରରେ … Continue reading ୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ