୨୧ରୁ ବୁଲିବ କଂଗ୍ରେସ ବସ୍: ଶରତ ପଟ୍ଟନାୟକ
ଭୁବନେଶ୍ୱର: ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବଦରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାବତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ଧର୍ମଘଟ ହେଲେ କାଲି ତେଲ ଅଭାବ : ସଞ୍ଜୟ ଲାଠ
Copy and paste this URL into your WordPress site to embed
Copy and paste this code into your site to embed