ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା: ତାରା ବାହିନୀପତି

ଭୁବନେଶ୍ୱର: ଆସନ୍ତାକାଲି ପରିବର୍ତ୍ତେ ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା । ବସ୍ ଯାତ୍ରା କାର୍ଯ୍ୟକ୍ରମ ପରିବର୍ତ୍ତନ ନେଇ ତାରା ବାହିନୀପତିଙ୍କ ସୂଚନା । ୧ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହେବ ବସ୍ ଯାତ୍ରା । ସମସ୍ତ କଂଗ୍ରେସ ନେତାଙ୍କ ବସ୍‌ରେ ନେଇ ସାରା ଓଡିଶା ବୁଲିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୯ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓଡିଶା ଆସିବେ । ବୁଥ୍ କମିଟି, ବ୍ଲକ ଓ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ … Continue reading ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା: ତାରା ବାହିନୀପତି