27.1 C
Bhubaneswar
Friday, March 29, 2024
Homeଓଡିଶାକଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କରୋନା

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କରୋନା

ଭୁବନେଶ୍ଵର : କଟକ-ବାରବାଟୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି, କିନ୍ତୁ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସଙ୍ଗରୋଧରେ ରହିଛନ୍ତି । ଏହା ସହିତ ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ସପ୍ତାହକ ତଳେ ବିଧାନସଭା ଅଧିବେଶନ ପୂର୍ବରୁ ଅନ୍ୟ ବିଧାୟକଙ୍କ ସହ ମୋକିମଙ୍କର ପରୀକ୍ଷା କରାଯାଇଥିଲା । ସେତେବେଳେ ସେ ନେଗେଟିଭ୍ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking