31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚଳନ୍ତା ବସ୍‌ରେ କଣ୍ଡକ୍ଟରଙ୍କୁ ହାର୍ଟ ଆଟାକ୍‌

ଚଳନ୍ତା ବସ୍‌ରେ କଣ୍ଡକ୍ଟରଙ୍କୁ ହାର୍ଟ ଆଟାକ୍‌

ଇନ୍ଦୋର:ଇନ୍ଦୋରୁ ପୁଣେ ଯାଉଥିବା ଏକ ବସ୍‌ରେ କଣ୍ଡକ୍ଟରଙ୍କ ହାର୍ଟ ଆଟାକ୍ ହେବା ଫଳରେ ସିଟ୍‌ରେ ବସିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ୨୦ ତାରିଖର ହୋଇଥିବା ବେଳେ ମଙ୍ଗଳବାର ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଧାର ଜିଲ୍ଲା ନର୍ମଦା ନଗର ନିବାସୀ କଣ୍ଡକ୍ଟର ଅନ୍ତିମ କୁମାର (୪୦) କଳ୍ପନା ଟ୍ରାଭେଲ୍ସର ଇନ୍ଦୋର-ପୁଣେ ବସ୍‌ରେ ଡ୍ୟୁଟିରେ ଥିଲେ । ଅପରାହ୍ନଣ ଦୁଇଟା ବେଳେ ସିଟ୍‌ରେ ବସିଥିବା ବେଳେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା ଏବଂ ୧୦ ସେକେଣ୍ଡ୍ ମଧ୍ୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା ।

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking