40.1 C
Bhubaneswar
Thursday, April 25, 2024
Homeଓଡିଶାଟାଟା କମ୍ପାନୀ ବିରୋଧରେ କାଳିଆ ପାଣି ଥାନାରେ ଅଭିଯୋଗ

ଟାଟା କମ୍ପାନୀ ବିରୋଧରେ କାଳିଆ ପାଣି ଥାନାରେ ଅଭିଯୋଗ

ଯାଜପୁର:ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମ ଖଣି ଉପତ୍ୟକା ରେ ଥିବା ଟାଟା କମ୍ପାନୀ କ୍ରୋମାଇଟ ଉତ୍ତାଳନ କରୁଛି କ୍ଷ ବେଆଇନ ଭାବ ରେ କଲରିଂ ଠାରେ ସରକାରୀ ଜଙ୍ଗଲ ଜମି ଉପରେ ବଡ଼ ପରିବହନ ଯାନ ବାହାନ ଗୁଡିକ ପାର୍କିଂ କରୁଛି କ୍ଷ ଯାନ ବାହାନ ଗୁଡିକ ଦୀର୍ଘ ସମୟ ଧରି ରହିବା ଫଳ ରେ ସମ୍ପୃକ୍ତ ଅଞ୍ଚଳ ରେ ଟ୍ରାଫିକ ର ବିପର‌୍ୟ୍ୟ ପରିସ୍ଥିତି ଉପୁଯିବା ସଂଗେ ସରକାରୀ ଜମି କୁ ଟାଟା କମ୍ପାନୀ ଜବର ଦାଖଲ ରେ ରଖିଛି ଫଳ ରେ କଲରିଂ ଚର୍ତୁ ପାର୍ଶ ରେ ଥିବ ଗ୍ରାମ ଗୁଡିକ ରେ ପରିବହନ ଯାନ ବାହାନ ରୁ କ୍ରୋମାଇଟ ଧୂଳି ବାୟୁ ମଣ୍ଡଳ ରେ ପ୍ରବେଶ କରି ପରିବେଶ ଦୂଷିତ କରୁଛି ଟ୍ରକ ଗୁଡିକ ରୁ ବାହାରୁ ଥିବା ଧୂଆଁ ଓ ହର୍ଣ୍ନ ଶବ୍ଦ ରେ ରାଁହାସଲ ପଂଚାୟତ ବାସି ମାନେ ଅତିଷ୍ଟ ହୋଇ ପଡୁଛନ୍ତି କ୍ଷ
ସମ୍ପୃକ୍ତ ଅଞ୍ଚଳ ର ଗ୍ରାମବାସୀ ଙ୍କ ଉପରେ ଟାଟା ଖଣି କର୍ମଚାରୀ ମାନେ ଭୟ ବିତ କରି ହଇରାଣ ହରକତ କରୁଛନ୍ତି କ୍ଷ ଭୂମି ହିନ ଜନ ଯାତି ମାନ ଙ୍କୁ ସରକାରୀ ଜଙ୍ଗଲ ଜମିରେଉଛେଦ କରୁ ଥିବା ବେଳ ଟାଟା କମ୍ପାନୀ କୁ ମପେ କରାଯାଉଛି କ୍ଷ ଟାଟା କମ୍ପାନୀ ସରକାରୀ ଜଙ୍ଗଲ ଜମି କୁ ଜବର ଦାଖଲ କରି ପରିବେଶ ଦୂଷିତ କରିବା ସଂଗେ ନିରୀହ ଲୋକ ମାନଙ୍କ ଉପରେ ଦାଦା ଗିରି କରୁ ଥିବା ଅଭିଯୋଗ କରି ରାହକ୍ଷସଂପଂଚାୟତ ର ସ୍ୱବିମାନ ଯୁବକମାନେ କାଳିଆ ପାଣି ଥାନ ରେ ଅଭିଯୋଗ କରିଛନ୍ତି କ୍ଷ ପୋଲିସ ପ୍ରଶାସନ ଟାଟା କମ୍ପାନୀ ଉପରେ କାର‌୍ୟ୍ୟ ନୁଷ୍ଠାନ ଗ୍ରହଣ ନକଲେ ସମଗ୍ର ଖଣି ଅଞ୍ଚଳ ରେ ଅଖ ଚକ ଅଚଳ କରିଦିଆ ଯିବ ବୋଲି ଏହି ଗଣ ମାଧମ କୁ ସୂଚନା ଦେଇ ଛନ୍ତି କ୍ଷ
ଜିଲାପାଳ ଏସପି ଓ ୫ଟି ସଚିବ ଙ୍କୁ ଅବଗତ କରିଛନ୍ତି କ୍ଷ
ପଣ୍ଡିତ ପୁଅ ମାଙ୍କଡ଼ ମାରି ଦୋଷ ନାହିଁ ମାପ ଯାହା ସରକାରୀ ଜଙ୍ଗଲ ଜମି କୁ ଟାଟା କମ୍ପାନୀ ଜବର ଦାଖଲ କରିବା ସହ ସମାନ ସାନ୍ତ ଖଣି ଅଞ୍ଚଳ କୁ ଟାଟା କମ୍ପାନୀ ଅଶାନ୍ତ କରି ବାକୁ ଯାଉଛି ବୋଲି ସମ୍ପୃକ୍ତ ଅଞ୍ଚଳ ର ଯୁବଗୋଷ୍ଟି ପକ୍ଷରୁ କୁହା ଯାଉଛି କ୍ଷ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking