26.1 C
Bhubaneswar
Friday, March 29, 2024
Homeଓଡିଶାଅଗଷ୍ଟ ୨୩ରୁ କମନ ପିଜି ଏଣ୍ଟ୍ରାନ୍ସ

ଅଗଷ୍ଟ ୨୩ରୁ କମନ ପିଜି ଏଣ୍ଟ୍ରାନ୍ସ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରାଯିବ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ହେବ । ଅକ୍ଟୋବର ୧୨ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ଅକ୍ଟୋବର ୧୫ରୁ ପିଜି କମନ ଆଡମିଶନ, ଅଗଷ୍ଟ ୩୧ ସୁଦ୍ଧା ସରିବ ପିଜି ପରୀକ୍ଷା । ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ଫାଇନାଲ ସେମିଷ୍ଟର ରେଜଲ୍ଟ ।  ରେଜଲ୍ଟ ପ୍ରକାଶ ପାଇନଥିବା ୟୁଜି ଛାତ୍ରଛାତ୍ରୀ ବି ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking