ଗୁଟକା ଯାଞ୍ଚ ସହ ୯ ହଜାର ଜରିମାନା ଆଦାୟ

ଗୋପାଳପୁର : ଗୋପାଳପୁର ଅଞ୍ଚଳରେ ବୁଧବାର ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ଏନଟିସିପି ପକ୍ଷରୁ ଗୁଟକା ଯାଞ୍ଚ ସହ ପ୍ରାୟ ୯ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସଚେତନ କରାଯାଇଥିବା ଜଣାପଡିଛି । ସୂଚନା ଯେଗ୍ୟ, ସ୍କୁଲ ଓ କଲେଜ ନିକଟରେ ଘୁଟୁକା ବିକ୍ରି କରୁଥିବା ବେଳେ ବହୁ ଛାତ୍ର ମାନେ ସେବନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଆଜି ଏକ ଡ୍ରଗ ସ୍କ୍ୱାଡ୍, ଫୁଡ୍ ସେଫ୍ଟି ଓ ଗୋପାଳପୁର ପୁଲିସ ମିଳିତ ଭାବେ … Continue reading ଗୁଟକା ଯାଞ୍ଚ ସହ ୯ ହଜାର ଜରିମାନା ଆଦାୟ