29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକମେଡିଆନ ଭାରତୀ ସିଂ ଏନସିବି ଦ୍ୱାରା ଗିରଫ; ଘରୁ ଜବତ ହୋଇଥିଲା ଗଞ୍ଜେଇ

କମେଡିଆନ ଭାରତୀ ସିଂ ଏନସିବି ଦ୍ୱାରା ଗିରଫ; ଘରୁ ଜବତ ହୋଇଥିଲା ଗଞ୍ଜେଇ

ମୁୁମ୍ବାଇ: ଡ୍ରଗ୍ସ ମାମଲାରେ ଏବେ ଜଣଙ୍କ ପରେ ଜଣେ ଏନସିବି ଜାଲରେ ପଡୁଛନ୍ତି । ଶନିବାର ଅର୍ଥାତ ଆଜି ମୁମ୍ବାଇରେ ଏନସିବି କମେଡିଆନ ଭାରତୀଙ୍କୁ ଗିରଫ କରିଛି । ଆଉ ତାଙ୍କ ସ୍ୱାମୀ ହର୍ଷଙ୍କ ଠାରୁ ପଚରାଉଚୁରା ଜାରି ରଖିଛି । ଆଜି ଏନସିବି ମୁମ୍ବାଇରେ ୩ଟି ସ୍ଥାନରେ ରେଡ କରିଥିଲା । ଆଉ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘର ଉପରେ ବି ଏନସିବି ରେଡ ହୋଇଥିଲା । ସୂଚନା ମିଳିଛି କି, ଭାରତୀଙ୍କ ଫ୍ଲାଟରୁ ଗଂଜେଇ ଜବତ ହୋଇଛି । ପରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବୋଚିଆକୁ ଏନସିବି ସମନ କରିଥିଲା । ଏବେ ଭାରତୀ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking