31.1 C
Bhubaneswar
Friday, March 29, 2024
Homeଓଡିଶାହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀଙ୍କ ମୃତ୍ୟୁ

ହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର : ହଷ୍ଟେଲ ଛାତରୁ ଖସି କଲେଜ୍ ଛାତ୍ରୀଙ୍କ ମୃତ୍ୟୁ । ବାଲେଶ୍ୱର ସହରର ଏକ ଆବାସିକ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରେ ସଦର ଥାନା ପୋଲିସର ତନାଘନା । ଖବର ପାଇ ପହଞ୍ଚିଲେ ପରିବାର ଲୋକେ । ଘଟଣାସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାିଁ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରୁଛି ।

ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ : ପଥର ଛେଚି ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking