ଲୋକ ଦେଖାଣିଆ ଚାଉଳ ସଂଗ୍ରହ – ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଟାର୍ଗଟ କରି ବର୍ଷିଲେ ସାଂସଦ ପ୍ରତପ ଷଡଙ୍ଗୀ । ଜଗନ୍ନାଥ ଟ୍ରେଡ୍ ମର୍କ ଭାବେ ବ୍ୟବହାର କରୁଛି ବିଜେଡି ବୋଲି କହିଲେ । ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା । ମୋଦିଙ୍କୁ ସବୁ କଥାର ଅନୁସରଣ କରୁଛନ୍ତି,କେବେ ସଫଳ ହେବେନି । ଓଡିଶା ସରକାର ମନ ଇଚ୍ଛା ରାଜକୋଷାରୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ରାମ ମନ୍ଦିରରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନି କହିଲେ ପ୍ରତାପ । ଲୋକ … Continue reading ଲୋକ ଦେଖାଣିଆ ଚାଉଳ ସଂଗ୍ରହ – ପ୍ରତାପ ଷଡଙ୍ଗୀ