ରାମେଶ୍ୱରମ ଉପକୂଳରୁ ୧୨ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ଚେନ୍ନାଇ: ତାମିଲନାଡୁର ରାମେଶ୍ୱରମ ଉପକୂଳରୁ ୧୨ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏମାନଙ୍କ ମଧ୍ୟରେ ଏକାଧିକ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ଏମାନେ ଗୋଟିଏ ପରିବାରର ସଦସ୍ୟ କିମ୍ବା ସମ୍ପର୍କୀୟ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଏମାନେ ସମସ୍ତେ ତାମିଲ ସମ୍ପ୍ରଦାୟର ଓ ଆଡାମ ବ୍ରିଜ ନିକଟରେ ଏକ ବାଲୁକାଖଣ୍ଡରେ ଫସି ରହିଥିଲେ । ଏମାନଙ୍କୁ କୋଷ୍ଟଗାର୍ଡ ଟିମ ଉଦ୍ଧାର କରିବା ପରେ … Continue reading ରାମେଶ୍ୱରମ ଉପକୂଳରୁ ୧୨ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ