26.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ମାଡ; ନେତା ଆଉ ବାବୁଙ୍କୁ ମିଳିବନି ପୁରା ଦରମା

କରୋନା ମାଡ; ନେତା ଆଉ ବାବୁଙ୍କୁ ମିଳିବନି ପୁରା ଦରମା

ଭୁବନେଶ୍ୱର: ଲକ୍ ଡାଉନ ପାଇଁ ଏବେ ସବୁକିଛି ଠପ୍ । ଲୋକଙ୍କ ସୁରକ୍ଷା ପାଇଁ ଏବଂ କରୋନା ବିରୋଧରେ ଲଢିବା ପାଇଁ ସରକାର ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱରେ ଲକ୍ ଡାଉନ ସ୍ଥିତି ଥିବାରୁ ଏବେ ଏହି ପରିସ୍ଥିତି ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ନୂତନ ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତି ଅନୁସାରେ, ଏବେ ନେତା ଆଉ ବାବୁଙ୍କୁ ମିଳିବନି ପୁରା ଦରମା । ଆର୍ଥିକ ସ୍ଥିତି ଭଲ ନଥିବାରୁ ସରକାର ଏହି ନିଷ୍ପତି ନେଇଥିବା ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀଙ୍କ ୭୦ ପ୍ରତିଶତ ଦରମା ସ୍ଥଗିତ ରହିଥିବା ଗ୍ରସ ସାଲାରିର ୭୦ ପ୍ରତିଶତ ଡେଫରମେଂଟ ପାଇଁ ରହିବ । ସେହିଭଳି ଆଇଏଏସ, ଆଇପିଏସ ଓ ଆଇଏଫଏସଙ୍କ ଦରମା ବି ୫୦ ପ୍ରତିଶତ ସ୍ଥଗିତ ରହିଥିବା ବେଳେ ଗ୍ରସ ସାଲାରିର ୫୦ ପ୍ରତିଶତ ଡେଫରମେଂଟ ପାଇଁ ରହିବ ବୋଲି ସୂଚନା ମିଳିଛି ।
https://onakhabar.com/2020/03/31/ambulance-driver-will-be-arrested-and-vehicle-will-be-seized-if-carry-passenger/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking