30.1 C
Bhubaneswar
Sunday, March 23, 2025
Homeଓଡିଶାସିଏମସି ବୈଠକ ଅଧାରୁ ବନ୍ଦ

ସିଏମସି ବୈଠକ ଅଧାରୁ ବନ୍ଦ

ଭୁବନେଶ୍ୱର : ସିଏମସି କାଉନସିଲ ବୈଠକରେ ଦେଖାଦେଇଛି ମୁକ୍ତା ଝଡ ।  ଏଣୁ ବୈଠକ ଅଧାରୁ ବନ୍ଦ ହୋଇଛି । ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ କଲେ ବିଜେପି କର୍ପୋରେଟର । କାଯ୍ୟର ତଦନ୍ତ କରି ବିଲ ଦେବାକୁ ଦାବି କରି ହୋହଲ୍ଲା କରିଛନ୍ତି । କାଯ୍ୟ ସରିଥିବା ୱାର୍ଡର ବିଲ ଦେବାକୁ ବିଜେଡି କର୍ପୋରେଟରଙ୍କ ଦାବି ରହିଛି । କଂଗ୍ରେସ  କର୍ପୋରେଟର ମଧ୍ୟ ପୈଠ ପାଇଁ ଦାବି କରିବାରୁ ଯୁକ୍ତିତର୍କ ଚାଲିଛି । ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହେବାରୁ  ବୈଠକ ଅଧାରୁ ବନ୍ଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking