38.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗବନ୍ୟାଂଚଳ ଦେଖିଲେ ମୁଖ୍ୟମନ୍ତ୍ରୀ

ବନ୍ୟାଂଚଳ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶମାର୍ଗରୁ ବନ୍ୟାଂଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ଦେଖିବା ପରେ ନବୀନ ଟ୍ୱିଟ କରିଛନ୍ତି । ବହୁ ଜିଲ୍ଲା, ଅନେକ ଗାଁ ଜଳମଗ୍ନ ହୋଇଛି, ଚାଷ ଜମି ମଧ୍ୟ ବୁଡିଛି । ଫସଲ ନଷ୍ଟ ହୋଇଛି, ଘର ଭାଙ୍ଗିଛି, ରାସ୍ତାଘାଟ ବି ନଷ୍ଟ ହୋଇଛି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ତ୍ୱରାନିତ୍ୱ ପଦକ୍ଷେପ ନିଆଯାଉଥିବା ନବୀନ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟା ଆସିବା ଫଳରେ ୪ଟି ବଡ ନଦୀ ର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା । ଫଳରେ ହୀରାକୁଦରେ ୪୬ଟି ଗେଟ ଖୋଲା ଯାଇଥିଲା । ଅନ୍ୟପଟେ ଗେଟ ଖୋଲିବା ଯୋଗୁଁ ତଳିଆ ଅଂଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking