ହକି ବିଶ୍ୱକପ୍ ସେଲିବ୍ରେସନ ନାଁରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଭିଯୋଗ ଆଣିଲା ବିଜେପି
ଭୁବନେଶ୍ୱର: ଆଜି ହକି ବିଶ୍ୱକପ-୨୦୨୩ର ଉଦଘାଟନୀ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକରୁ ଭୁବନେଶ୍ୱର । ସବୁଠି ଲାଗିଛି କ୍ରୀଡାପ୍ରେମୀଙ୍କ ଗହଳି ଆଉ ବିଶ୍ୱକପର ସେଲିବ୍ରେସନ । କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଆସିଛି ଅଭିଯୋଗ । ହକି ବିଶ୍ୱକପ ନାଁରେ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ସେଲିବ୍ରେସନ ଆଳରେ ନିଜ ଏବଂ ଦଳର ପଚାର କରାଯାଉଛି ବୋଲି ଆସିଛି ସଙ୍ଗୀନ ଅଭିଯୋଗ । ଏ ନେଇ ବିଜେପି … Continue reading ହକି ବିଶ୍ୱକପ୍ ସେଲିବ୍ରେସନ ନାଁରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଭିଯୋଗ ଆଣିଲା ବିଜେପି
Copy and paste this URL into your WordPress site to embed
Copy and paste this code into your site to embed